Successfully reported this slideshow.
We use your LinkedIn profile and activity data to personalize ads and to show you more relevant ads. You can change your ad preferences anytime.

Oh my god come to us (13/5/2020)

3 views

Published on

ଧରା ଅବତର ମୋର ଈଶ୍ୱର। (୧୩/୫/୨୦୨୦)

Please forgive me, my Lord Shiv
I beg you for ever,
Violence, magic and desire, tie me up,
Me crying in the world.

No mercy, I have so much,
Living in this mortal world,
Your presence, i don't feel,
Around the world, disease and mourning has increased.

So many tragic events,
Come one by one,
But you are, in the peak of Kailash,
Whom will we appeal then?

Sweeping us, is grave fear,
Give us a vision, make us fearless,
Seeing earth conditions, from above,
You see us always, from Kailash peak.

I don't have the language to describe it,
Will the Lord come and run, if we sing ???
In this living world, the bridge of patience,
Shaking and falling since much time.

Knower of everything, oh my God,
Your eyes are all around,
How will your world move on?
Oh my God, come to us.

Poem by Snigdharani Sahoo

...


କ୍ଷମା କରିଦେବ, ଏବେ ଶ୍ରୀହର,
ସବୁଦିନ ଲାଗି ବିନତୀ ମୋର,
ହିଂସା ମାୟା ମୋହ, ବନ୍ଧନେ ପଡ଼ି,
ସଂସାର ଭିତରେ କରୁଛି ରଡ଼ି।

ନାହିଁ ଦୟା କ୍ଷମା, ମୋଠାରେ ଏତେ,
ଜିଇ ରହିଅଛି ଏ ମର ଜଗତେ,
ତୁମର ଦେବ, ଦର୍ଶନ ନୋହିଲ,
ସାରା ବିଶ୍ୱେ ରୋଗ ଶୋକ ବଢ଼ିଲା।

ଯେତେ ଦୁର୍ବିପାକ, ଅଛି ଯେଉଁଠି,
ଗୋଟି ପରେ ଗୋଟି ଆସଇ ଘୋଟି,
ତୁମେ ସିନା ଅଛ, କୈଳାଶ ଶିଖେ,
ଗୁହାରି କରିବୁ କାହାରି ମୁଖେ।

ମାଡ଼ି ଅସେ ବେଳେ, କୋକୁଆ ଭୟ,
ଦରଶନ ଦେଇ ଦିଅ ଅଭୟ,
ଧରିତ୍ରୀ ଅବସ୍ଥା, ଉପରେ ଥାଇ,
ଦେଖୁ ଅଛ ନୀତି କୈଳାଶ ସାଇଁ।

ବର୍ଣ୍ଣନା କରିବା, ପାଇଁ ଭାଷା ମୋ ନହିଁ,
ଗାଇଲେ କି ପ୍ରଭୁ ଆସିବ ଧାଇଁ???
ଏ ଜୀବ ଜଗତେ, ଧାର୍ଯ୍ୟ ର ସେତୁ,
ହଲି ହଲି ପଦେ ହର କେବେଠୁ।

ସବୁ ଜଣ ପରା, ହେ ତ୍ରିଲୋଚନ,
ଚତୁର୍ଦ୍ଦିଗ ପଦେ ତୁମ ନୟନ,
କେମିତି ଚଳିବା, ତୁମ ସଂସାର,
ଧରା ଅବତାର ମୋର ଈଶ୍ୱର।

Poem by ସ୍ନିଗ୍ଧା ରାଣୀ ସାହୁ

Published in: Education
  • Be the first to comment

  • Be the first to like this

Oh my god come to us (13/5/2020)

  1. 1. ଧରା ଅବତର େମାର ଈଶ୍ ର। (୧୩/୫/୨୦୨୦) Oh my God, come to us.
  2. 2. କ୍ଷମା କରିେଦବ, ଏେବ ଶ୍ରୀହର, Please forgive me, my Lord Shiv ସବୁଦିନ ଲାଗି ବିନତୀ େମାର, I beg you for ever, ହିଂସା ମାୟା େମାହ, ବନ୍ଧେନ ପଡ଼ି, Violence, magic and desire, tie me up, ସଂସାର ଭିତେର କରୁଛି ରଡ଼ି। Me crying in the world. ନାହିଁ ଦୟା କ୍ଷମା, େମାଠାେର ଏେତ, No mercy, I have so much, ଜିଇ ରହିଅଛି ଏ ମର ଜଗେତ, Living in this mortal world, ତୁମର େଦବ, ଦର୍ଶନ େନାହିଲ, Your presence, i don't feel, ସାରା ବିଶ୍ େ◌ େରାଗ େଶାକ ବଢ଼ିଲା। Around the world, disease and mourning has increased.
  3. 3. େଯେତ ଦୁର୍ବିପାକ, ଅଛି େଯଉଁଠି, So many tragic events, େଗାଟି ପେର େଗାଟି ଆସଇ େଘାଟି, Come one by one, ତୁେମ ସିନା ଅଛ, େକୖଳାଶ ଶିେଖ, But you are, in the peak of Kailash, ଗୁହାରି କରିବୁ କାହାରି ମୁେଖ। Whom will we appeal then? ମାଡ଼ି ଅେସ େବେଳ, େକାକୁଆ ଭୟ, Sweeping us, is grave fear, ଦରଶନ େଦଇ ଦିଅ ଅଭୟ, Give us a vision, make us fearless, ଧରିତ୍ରୀ ଅବସ୍ଥା, ଉପେର ଥାଇ, Seeing earth conditions, from above, େଦଖୁ ଅଛ ନୀତି େକୖଳାଶ ସାଇଁ। You see us always, from Kailash peak.
  4. 4. ବର୍ଣ୍ଣନା କରିବା, ପାଇଁ ଭାଷା େମା ନହିଁ, I don't have the language to describe it, ଗାଇେଲ କି ପ୍ରଭୁ ଆସିବ ଧାଇଁ??? Will the Lord come and run, if we sing ??? ଏ ଜୀବ ଜଗେତ, ଧାର୍ଯ୍ୟ ର େସତୁ, In this living world, the bridge of patience, ହଲି ହଲି ପେଦ ହର େକେବଠୁ। Shaking and falling since much time. ସବୁ ଜଣ ପରା, େହ ତ୍ରିେଲାଚନ, Knower of everything, oh my God, ଚତୁର୍ଦ୍ଦିଗ ପେଦ ତୁମ ନୟନ, Your eyes are all around, େକମିତି ଚଳିବା, ତୁମ ସଂସାର, How will your world move on? ଧରା ଅବତାର େମାର ଈଶ୍ ର। Oh my God, come to us.

×